୫ ଦିନ ହେଲା ବିଧାନସଭା ଅଚଳ : ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ବର : ପାଞ୍ଚ ଦିନର ଅଚଳାବସ୍ଥା ପରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ଗୃହ ପରିଚାଳନାରେ ସବୁ ଦଳଙ୍କ ସହଯୋଗ ପାଇଁ ବାଚସ୍ପତି ଏହି ବୈଠକ ଡାକିଥିବା ଜଣାଯାଇଛି। ମମିତା ହତ୍ୟା ଘଟଣାରେ ବିରୋଧ ଦଳମାନେ ବିଧାନସଭାକୁ ଏକରକମ ଅଚଳ କରିଦେଇଛନ୍ତି। ଏହି କାରଣରୁ ଗତ ୫ ଦିନ ହେଲା ବିଧାନସଭା ସ୍ବାଭାବିକ ଭାବେ ଚାଲିପାରୁନାହିଁ। ଆଜି ଅପରାହ୍ଣ ଅଧିବେଶନରେ ଆରମ୍ଭରୁ ବିରୋଧୀ ଦଳମାନେ … Continue reading ୫ ଦିନ ହେଲା ବିଧାନସଭା ଅଚଳ : ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ